#RajaFestival
ରଜ ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ରଜ ହେଉଛି ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ, ଯାହା ନାରୀତ୍ୱ, ପ୍ରକୃତି ଓ ଜୀବନର ନବ ଉତ୍ସାହକୁ ଉତ୍ସବର ରୂପ ଦେଇଥାଏ।
ଏହି ପବିତ୍ର ଅବସରରେ ନିୟତୀ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟର କାମନା କରୁଛୁ।

#RajaSankranti #RajaFestival #HappyRajaSankranti #RajaParba #RajaCelebration #OdiaCulture #OdishaFestivals
June 15, 2026 at 5:50 AM
🌸 ପହିଲି ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🌸

ନିୟତୀ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା।

ରଜ ଆଣୁ ଆପଣଙ୍କ ଜୀବନରେ ନୂତନ ଆଶା, ଆନନ୍ଦ ଓ ସମୃଦ୍ଧି।
ନାରୀତ୍ୱର ସମ୍ମାନ, ପ୍ରକୃତି ପ୍ରତି ଭଲପାଇବା ଏବଂ ସାମାଜିକ ସମାନତାର ବାର୍ତ୍ତା ସମସ୍ତଙ୍କ ମନରେ ପହଞ୍ଚୁ।
#PahiliRaja #RajaFestival #RajaSankranti #HappyRaja #RajaParba #OdiaCulture #OdishaFestivals
June 14, 2026 at 6:26 AM
Pahili Raja Celebrations in Odisha!
Welcoming the joy of womanhood and the spirit of the monsoon, Odisha celebrates Pahili Raja with vibrant traditions, swings, sweets, and smiles.
A beautiful blend of culture, festivity, and togetherness!
#PahiliRaja #RajaFestival #OdishaCulture
June 14, 2025 at 6:04 AM